ବି.ଆର.ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ : ପୋଡ଼ି ହୋଇଗଲେ ୨ କର୍ମଚାରୀ

ସମ୍ବଲପୁର: ସମ୍ବଲପୁର ସିକିର୍ଡିରେ ଥିବା ବି.ଆର.ଷ୍ଟିଲ୍ ପ୍ଲାଣ୍ଟରେ ଅଘଟଣ ଘଟିଛି। ଦୁଇ ନମ୍ବର ବ୍ଲାଷ୍ଟ୍ ଫର୍ଣ୍ଣେସରେ ହଠାତ୍‌ ବିସ୍ଫୋରଣ ହେବା ଫଳରେ ୨ ଜଣ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଆହତ କର୍ମଚାରୀ ଦ୍ୱୟ ହେଲେ ରଞ୍ଜୟ କୁମାର ଯାଦବ ଓ ଗୋଲୁ କୁମାର ଯାଦବ। ରଞ୍ଜୟଙ୍କ ଶରୀରର ଅଧିକାଂଶ ଭାଗ ପୋଡ଼ି ଯାଇଛି। ଉଭୟଙ୍କ ଘର ବିହାରରେ। ରଞ୍ଜୟଙ୍କ ଘର ବିହାରର ଔରଙ୍ଗାବାଦ ହୋଇଥିବା ବେଳେ ଗୋଲୁ କୁମାରଙ୍କ … Continue reading ବି.ଆର.ଷ୍ଟିଲ୍ ପ୍ଲାଣ୍ଟରେ ବିସ୍ଫୋରଣ : ପୋଡ଼ି ହୋଇଗଲେ ୨ କର୍ମଚାରୀ